ଅନୁଗୁଳରେ ଆଜିକାର ତାପମାତ୍ରା ୩୬.୧ ଡିଗ୍ରୀ June 5, 2022 by Odisha ଆଜି ଦିନବେଳା ଅନୁଗୁଳ ସହରରେ ତାପମାତ୍ରା 36.1 ଡିଗ୍ରୀ ଥିବା ବେଳେ ତାଳଚେରରେ ଥିଲା 37.5 ଡିଗ୍ରୀ l