କଟକ ତ୍ରିଶୂଳିଆରୁ ଅଢ଼େଇ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି କଟକ ଫ୍ଲାଇଙ୍ଗ ସ୍କ୍ବାଡ୍ ଟିମ୍ ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ । ଗୋଟିଏ ପିକଅପ୍ ଭ୍ୟାନ ସହ ତିନି ଜଣ ଗିରଫ ହୋଇଛନ୍ତି। ଗଞ୍ଜେଇ କନ୍ଧମାଳରୁ କଲିକତା ଚାଲାଣ ହେଉଥିଲା।
Credible Local News of Odisha