ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର, ଡ୍ରାଇଭର ମୃତ ‌୫ ଗୁରୁତର

ବୌଦ୍ଧ ସହର ୫୭ ନଂ ଜାତୀୟ ରାଜପଥ ଜଗଦିଶପୁର ଛକ ନିକଟରେ ଆଜି ଏକ ଯାତ୍ରୀ ବୋଝେଇ ଅଟୋ ସହ ତେଲ ବୋଝେଇ ଟ୍ୟାଙ୍କର ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା।‌

ଟ୍ୟାଙ୍କର ‌ଫେରାର ଥିବାବେଳେ, ସ୍ଥାନୀୟ ଲୋକେ ଗୁରୁତର ଆହତମାନଙ୍କୁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।‌ ମେଡିକାଲରେ ଡାକ୍ତର ଅଟୋ ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ଫଲରେ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।‌

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes