ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗ୍ରାମର ଶେଷଦେବଙ୍କ ଘରେ ଆଜି କୌଣସି କାରଣରୁ ନିଆଁ ଲାଗିଯିବାରୁ ଦୁଇ ବଖରା ଘର ସହ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି।
ଏନେଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲା।
Credible Local News of Odisha