ଆସନ୍ତା ଅକ୍ଟୋବର 31 ତାରିଖ ଦିନ ଭୁବନେଶ୍ୱରର ଆଇଜି ପାର୍କରୁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବ ଏବଂ ପ୍ରାୟ ଶହେ ଦିନ ଧରି ଏହା ଚାଲିବ ବୋଲି ଆଜି ଦଳର ବରିଷ୍ଠ ନେତା ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l
ଏହି ଯାତ୍ରା 20 ଟି ସଂସଦୀୟ କ୍ଷେତ୍ରରେ ପ୍ରାୟ 2250 କିମି ବୁଲିବ ବୋଲି ସେ କହିଛନ୍ତି l