ଅଂଶୁଘାତରେ ଛାତ୍ରୀ ଗୁରୁତର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ପାଂଇନାଲ ବର୍ଷ ରେ ଛାତ୍ରୀ ସସ୍ମିତା ମହାପାତ୍ର  ଆଜି କଲେଜକୁ ଅଧ୍ୟୟନ କରିବା ପାଇଁ ଆସିଥିବା ବେଳେ ଅଂଶୁଘାତରେ ଶିକାର ହୋଇପଡ଼ିଥିଲେ ।

ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଖୁଣ୍ଟାଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes