୩୧କୁ ବଢିଲା ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ଆବେଦନ ଅବଧି

“ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧” ଅଧୀନରେ ଲାପଟପ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୩୧.୦୫.୨୦୨୨ରିଖକୁ ବୃଦ୍ଧି କରାଯାଇଅଛି l

ଏପର୍ଯ୍ୟନ୍ତ ଆବେଦନ କରି ପାରିନଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ଆବେଦନ କରିବାକୁ ଅନୁରୋଧ l ପୂର୍ବରୁ ଏହାର ଆବେଦନର ଅବଧି ବଢ଼ି ଶେଷ ତାରିଖ ୧୦.୦୫.୨୦୨୨ ଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes