୨୨ ସହର ୪୦ ଡିଗ୍ରୀ ଉପରେ, ବୌଦ୍ଧରେ ସର୍ବାଧିକ ୪୪.୫ ଡିଗ୍ରୀ

ରାଜ୍ୟରେ ଆଜି 22 ସହରରେ ତାପମାତ୍ରା 40 ଡିଗ୍ରୀ ଥିବା ବେଳେ 14 ସହରରେ 42 ଡିଗ୍ରୀରୁ ଅଧିକ ରହିଛି l
ନଅ ସହରରେ ତାପମାତ୍ରା 43 ଡିଗ୍ରୀରୁ ଅଧିକ ଥିବା ବେଳେ ବୌଦ୍ଧ ସହରରେ ସର୍ବାଧିକ 44.5 ଡିଗ୍ରୀ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes