ବୌଦ୍ଧ ଜିଲ୍ଲା ଖୁଟବନ୍ଧ ପଞ୍ଚାୟତ ଅନ୍ତର୍ଗତ କୁସୁମଝୁଲି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।
ଏଥିରେ ଗ୍ରାମର ବିଶ୍ଵାମିତ୍ର ସାହୁଙ୍କୁ ଗିରଫ କରି ଥିବା ବେଳେ ତାହାଠାରୁ ୧୦ ଲିଟର ଦେଶି ରନ୍ଧା ମଦ ଜବତ କରିଥିବା ନେଇ ଅବକାରୀ ଅଧିକାରୀ ରୁପେଶ ମୁଖୀ ସୂଚନା ଦେଇଛନ୍ତି।
Credible Local News of Odisha