ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୁକୁଡ଼ା ଚିଆଁ ବଣ୍ଟନ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ୨୮ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଗଣାରେ ପଚିଶ ଗୋଟି ଲେଖାଏଁ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଥିବା ଜଣାଯାଇଛି ।

ବୀରମହାରାଜପୁର ପ୍ରାଣୀ ଚିକିତ୍ସାଳୟର ଯୋଜନା ଓ ସମନ୍ୱୟ ଦାୟିତ୍ୱରେ ଥିବା ଡାକ୍ତର ସ୍ଵାଗତିକା ମିଶ୍ର, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଅଜୟ କୁମାର ସାହୁ, ବିଭିଓ ଡାକ୍ତର ଚୌଧୁରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes