ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ କରିବ ବିଜେପି

ସାଂସଦ ବ୍ରଜରାଜଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ କମିଟି ମେ’ ୧ ତାରିଖରେ ସମ୍ବଲପୁର ଆସିବ।

୨ ତାରିଖରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ମୃତ ଚନ୍ଦ୍ରମଣିଙ୍କ ଗାଁ ଓ ଘରକୁ ଯାଇ ମଧ୍ୟ ଆଲୋଚନା କରିବ। ଏ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes