ସମ୍ବଲପୁରରେ ଆଜିକାର ତାପମାତ୍ରା ୪୦ ଡିଗ୍ରୀ May 23, 2022 by Odisha ଆଜି ଦିନବେଳା ସମ୍ବଲପୁର ସହରରେ ତାପମାତ୍ରା 40 ଡିଗ୍ରୀ ଥିବା ବେଳେ ହୀରାକୁଦରେ ଥିଲା 38.7 ଡିଗ୍ରୀ l