ଶହେ ଟଙ୍କା ନ ଦେବାରୁ ମା କୁ ପିଟି ପିଟି ହତ୍ୟା

ମୟୁରଭଞ୍ଜ ଜିଲ୍ଲା ଯଶିପୁର ହାଟ ପଡିଆରେ ନିଶା ଖାଇବାକୁ ମା ଶହେ ଟଙ୍କା ନ ଦେବାରୁ ପୁଅ ତାଙ୍କୁ ଠେଙ୍ଗାରେ ପିଟି ପିଟି ମାରି ଦେଇଥିବା ପଡୋଶୀ ମାନେ ଆଜି କହିଛନ୍ତି l

ଅଭିଯୁକ୍ତ ପୁଅ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes