ଲେସନ ଓ ୱାର୍କବୁକ ଡି.ଟି.ପି ସକାଶେ ଟେଣ୍ତର

ସମ୍ବଲପୁର ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ଲେସନ ଓ ୱାର୍କବୁକର ଡି.ଟି.ପି ସକାଶେ ଡି.ପି.ଓ କାର୍ଯ୍ଯାଳୟ ତରଫରୁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଏନେଇ ଆଶାୟୀ ଜୁନ ୨୦ ଯାଏ ବିଡ ଦାଖଲ କରିପାରିବେ ବୋଲି ସୂଚନା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes