ରାଉରକେଲାରେ ଆଜି ୨ଟି ମ୍ୟାଚ January 14, 2023 by Rameswar mahakur ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ନ୍ୟୁଜିଲାଣ୍ଡ-ଚିଲି, ନେଦରଲ୍ୟାଣ୍ଡ୍ସ-ମାଲେସିଆ ମଧ୍ୟରେ ଟକ୍କର ହେବ ।