କେନ୍ଦୁଝର ର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବ ଜୀଉ ଙ୍କ ପ୍ରସିଦ୍ଧ ରଥ ଯାତ୍ରା ରେ ବିଶ୍ୱର ସର୍ବୋଚ୍ଚ ରଥକୁ ଟାଣିବା ପାଇଁ ମହିଳା ମାନଙ୍କୁ ସ୍ଵତନ୍ତ୍ର ସ୍ଥାନ ଦେବାକୁ ଆଜି ପୂର୍ବତନ ପୌରଧ୍ୟାକ୍ଷା ମୀନା ମାଝିଙ୍କ ନେତୃତ୍ବରେ ମହିଳା ମାନେ ଜିଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଉଭୟ ରଥ ଓ ବାହୁଡା଼ ଯାତ୍ରା ରେ ରଥ ଟାଣିବାକୁ ସୁବିଧା କରିବାକୁ ଦାବି କରିଛନ୍ତି।
