ରଥଯାତ୍ରା ପାଇଁ ଗଡିବ ୧୦୦ସ୍ଵତନ୍ତ୍ର ବସ୍

ଆସନ୍ତା ବର୍ଷ ପୁରୀ ରଥଯାତ୍ରା ପାଇଁ କଟକ ,ଭୁବନେଶ୍ୱର, ପୁରୀ ମଧ୍ୟରେ ନିୟମିତ ବସ ବ୍ୟତୀତ ପାଖାପାଖି ୧୦୦ଟି ସ୍ୱତନ୍ତ୍ର ବସ ଚଳାଚଳ କରିବ ଏବଂ ସମସ୍ତ ବସ ପୁରୀ ତାଳବଣିଆ ଠାରେ ରହିବ ।

ଏହି ସ୍ୱତନ୍ତ୍ର ବସ ସେବା ଜୁନ ୩୦,ଜୁଲାଇ ୧,୨ ଏବଂ ଜୁଲାଇ ୮,୯,୧୦,୧୧ ଏହିପରି ୭ଦିନ ଧରି ଦିନରାତି ଉପଲବ୍ଧ ହେବ ବୋଲି ବସ୍ ମାଲିକ ସଙ୍ଘ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes