ମୀନାବଜାର ବସେଇବା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ବୌଦ୍ଧ ଜିଲ୍ଳାପାଳ କାର୍ଯ୍ଯାଳୟ ତରଫରୁ ସହରର ମିନି ଷ୍ଟାଡିୟମ ପଡିଆ ଠାରେ ଏକ ମୀନାବଜାର ବସେଇବା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ ୬,୭୫,୦୦୦ଟଙ୍କା ରହିଛି ଏବଂ ଆଶାୟୀ ଜୁନ ୧୮ ଯାଏ ବିଡ ଆବେଦନ କରିପାରିବେ॥

Leave a Comment

This site uses Akismet to reduce spam. Learn how your comment data is processed.

GhosaYatra