ରିପୋର୍ଟରେ ଉଲ୍ଲେଖ ଅଛି ଯେ, ମୃତକଙ୍କ ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ହତ୍ୟାକାଣ୍ଡ ସମୟରେ ସମସ୍ତେ ପ୍ରତିରୋଧ କରିଥିଲେ।
ରିପୋର୍ଟରେ ବିଷକ୍ରିୟା ଜନିତ ମୃତ୍ୟୁ ନେଇ ସୂଚନା ନାହିଁ ବୋଲି
କଟକ ଗ୍ରାମାଞ୍ଚଳ ପୁଲିସ ସୂଚନା ଦେଇଛି।
Credible Local News of Odisha