ବେହେରାମାଲରେ ନୂତନ ପିଡିଏସ ସାମଗ୍ରୀ ବଣ୍ଟନ କେନ୍ଦ୍ର

ଜୁଯୋମୁରା ବ୍ଳକର ଟାମ୍ଫରଗଡ ଗ୍ରାମପଞ୍ଚାୟତ ର ବେହେରାମାଲ୍ ଠାରେ ଆଜି ନୂତନ କରି ପିଡିଏସ ସାମଗ୍ରୀ ବଣ୍ଟନ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।

ସ୍ଥାନୀୟ ଟାମ୍ଫରଗଡ ସରପଞ୍ଚ କ୍ଷୀରୋଦ ରାଉଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes