ବୁର୍ଲା ଭିମସାରକୁ ୪ଡାକ୍ତର ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ

ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ସଂସ୍ଥା ରେ ଡ଼ାକ୍ତରୀ ଶିକ୍ଷା ପାଇଁ ନିୟମିତ ପ୍ରଫେସର ,ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କ ଅଭାବ ହେତୁ ଚାରି ଜଣ ଡାକ୍ତରଙ୍କୁ ବୁର୍ଲା ଭିମସାରରେ ଅବସ୍ଥାପିତ କରିବାପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ହୋଇଛି ।

ଏହା ଡାକ୍ତରଙ୍କ କୃତ୍ରିମ ଅଭାବକୁ କିଛିଟା ମାତ୍ରାରେ ପୂରଣ କରିବା ପାଇଁ ଏକ ପ୍ରୟାସ ଏବଂ ଆଗକୁ ଏମ୍ ସି ଆଇ ପରିଦର୍ଶନ ପାଇଁ ଏହି ସଜବାଜ ହେଉଥିବା ଆଲୋଚନା ହେଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes