ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ସେବା ସମବାୟ ସମିତିରେ ଆଜି ପୂଜାର୍ଚ୍ଚନା କରି ଧାନ କିଣା ଶୁଭାରମ୍ଭ ହୋଇଯାଇଛି।
ଏଥିରେ ଚାଷୀ ନେତା ସୁବେଦାର ଲଲିତ କୁମାର ସାହୁ, ସମ୍ପାଦକ ପ୍ରଦୋପ ଦନ୍ତା, ସଭାପତି ପ୍ରବାସ କ୍ଷେତିଙ୍କ ସହ ଚାଷୀ ମାନେ ଉପସ୍ଥିତ ଥିଲେ।
Credible Local News of Odisha