ମୃତକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ପଞ୍ଚାୟତ ନାନପୁର ଗ୍ରାମର ମହେନ୍ଦ୍ର ମଲିକ।
ମହେନ୍ଦ୍ର ଆଜି ସକାଳେ ଗୁହାଳରୁ ଗାଈକୁ ବାହାର କରି ନେଉଥିବା ବେଳେ ପୂର୍ବରୁ ଛିଡି ପଡିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରିବାର ଲୋକେ ତାଙ୍କୁ ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।