ମ୍ୟାଚ୍ ବାତିଲ ଆବେଦନ ସଂପର୍କିତ ମାମଲା ଖାରଜ କରିଛନ୍ତି ହାଇକୋର୍ଟ।
ଭର୍ଚୁଆଲରେ ଉପସ୍ଥିତ ରହି ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ୍ ଆୟୋଜନ ନେଇ ତଥ୍ୟ ଦେଇଛନ୍ତି ଏଜି। ଏଜିଙ୍କ ତଥ୍ୟକୁ ଭିତ୍ତି କରି ମାମଲା ଖାରଜ କରିଛନ୍ତି ହାଇକୋର୍ଟ। ମାମଲା ଖାରଜ ସହ ବାରବାଟୀ ଟି-୨୦ ମ୍ୟାଚ୍ ଉପରୁ ଟଳିଛି ଆଶଙ୍କା।
Credible Local News of Odisha