ବଲାଙ୍ଗୀରରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ

ଆଜି ବଲାଙ୍ଗୀର ସହରରେ ତାପମାତ୍ରା 44 ଡିଗ୍ରୀ ଥିବା ବେଳେ ତାହା ରାଜ୍ୟରେ ଆଜିର ସର୍ବାଧିକ l ଟିଟିଲାଗଡ଼ରେ ଆଜି ତାପମାତ୍ରା ରହିଛି 43.8 ଡିଗ୍ରୀ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes