ପ୍ରାଥମିକ ବିଦ୍ୟାଲୟ କୁ ଆଜି ସରପଞ୍ଚଙ୍କ ପରିଦର୍ଶନ

ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ଟି.ଖଜୁରୀପାଲି ପ୍ରାଥମିକ ବିଦ୍ୟାଲୟକୁ ଆଜି ଟାମ୍ଫରଗଡ ସରପଞ୍ଚ ଅଚାନକ ପରିଦର୍ଶନ କରି ସ୍କୁଲରେ କିପରି ପାଠପଡା ହେଉଛି ସେନେଈ ଛାତ୍ରଛାତ୍ରୀଙ୍କ ଠାରୁ ପଚାରି ବୁଝିଥିଲେ ।

ସରପଞ୍ଚ କ୍ଷୀରୋଦ ରାଉଳଙ୍କ ସମେତ, ସୁଶାନ୍ତ ମାଝୀ,ସ୍କୁଲ ପରିଚାଳନା କମିଟିର ସଭାପତି ପିୟାରି ମିର୍ଦ୍ଧା, ସୁମନ୍ତ ସାହୁ,ଅନିଲ ପ୍ରଧାନ,ଚିତ୍ର ସେନ୍ ରହନା,ରଞ୍ଜିତ ପ୍ରଧାନ,ଗୁଣନିଧି ମାହାର, ଶ୍ରଦ୍ଧାକର ମିର୍ଦ୍ଧା ଉପସ୍ଥିତ ରହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes