ଆଜି ବାଲେଶ୍ଵର ପୌରପାଳିକାର ବିଭିନ୍ନ ୱାର୍ଡ ଗସ୍ତ କରି ସଦର ବିଧାୟକ ସ୍ୱରୁପ କୁମାର ଦାସ ମହାନାଳ ସଫେଇ କାର୍ଯ୍ୟ ତଦାରଖ କରିଛନ୍ତି।
ଏହି ଅବସରରେ ବିଧାୟକ ଙ୍କ ସମେତ ପୌର ଉପାଧ୍ୟକ୍ଷ, କାଉନସିଲର ଏବଂ ୱାର୍ଡ ବାସୀ ଉପସ୍ଥିତ ରହିଥିଲେ।
Credible Local News of Odisha