ନଗର କଳା ସଂସ୍କୃତି କେନ୍ଦ୍ର ପକ୍ଷରୁ ବସନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟ ହସ୍ତ କଳା ପ୍ରତିଯୋଗିତାରେ ବିଜେତା ହୋଇ ପୁରସ୍କୃତ ହୋଇଥିବା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାର କଳାକାର ବସନ୍ତ ହାଁସଦାଙ୍କୁ ନଗର କଳା ସଂସ୍କୃତି କେନ୍ଦ୍ର ଉଦଳା ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରଯାଇଛି ।

କାଠ, ବାଉଁଶ, ଲାଉ ବ୍ୟବହାର କରି ଆଦିବାସୀ ପାରମ୍ପରିକ ବାଦ୍ୟ ଯନ୍ତ୍ର କରି ରାଜ୍ୟ ସ୍ତରୀୟ ପୁରସ୍କୃତ ହୋଇଥିଲେ ବସନ୍ତ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes