ଆଜି ଧାମନଗର ଉପନିବାର୍ଚନ ଭୋଟଗଣତି କଡା ସୁରକ୍ଷା ଭିତରେ ଜାରି ରହିଛିl
ମୋଟ 18 ରାଉଣ୍ଡ ଗଣତି ହେବକୁ ଥିବା ବେଳେ ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଆଗୁଆ ଥିବା ସୂଚନା ମିଳିଛି l
ବିଜେପିକୁ ୪୭୪୯, ବିଜେଡିକୁ ୩୯୮୦ ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ 400 ଖଣ୍ଡ ଭୋଟ ମିଳିଥିବା ସୂଚନା ମିଳିଛି l