‘ଧରିତ୍ରୀ’ ୪୯ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଗତ ବର୍ଷ ପରି ଏକ ନିଆରା ପ୍ରଚେଷ୍ଟା ଆରମ୍ଭ ହୋଇଥିବା ବେଳେ ଜଳବାୟୁ ପରିବର୍ତ୍ତନକୁ ନେଇ ଗୁରୁବାର ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଏହାର ୟୁଥ୍ କନ୍କ୍ଲେଭ୍ ଆରମ୍ଭ ହୋଇଛି।
ଜଳବାୟୁ କ୍ଷେତ୍ରରେ କାମ କରୁଥିବା ଜଣା ଶୁଣା ଯୁବକ ଯୁବତୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଦେଖା ଯାଇଛି।