ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଖଇରା ଥାନା ତିଳଦା ଗାଁରେ ଏହି ଘଟଣା ଘଟିଛି।
କଳହ ପରେ ସ୍ତ୍ରୀକୁ ପିଟି ବିଷ ପିଇଦେଲା ସ୍ୱାମୀ। ଖଇରା ମେଡିକାଲରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀର ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଛି।
Credible Local News of Odisha