ଟ୍ରେନ ଧକ୍କା ରେ ତିନି ଗାଈ ମୃତ

ସ୍ଥାନୀୟ ନରଣପୁର ରେଲୱେ ଷ୍ଟେସନ ନିକଟରେ ଆଜି ରେଳ ଦୁର୍ଘଟଣା ଘଟି ତିନି ଗାଈ ମୃତ୍ୟୁ ଘଟିଛି।

ଷ୍ଟେସନ ଠାରୁ ମାତ୍ର ୫୦୦ ମିଟର ଦୂରରେ , ରେଲୱେ ଓଭର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ବାରମ୍ବାର ଦୁର୍ଘଟଣା ଘାଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ହେଉଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଗତ ଦୁଇ ବର୍ଷ ଭିତରେ ବହୁ ସଂଖ୍ୟାରେ ଗୋ ସମ୍ପଦ ରେଳରେ କଟି ମୃତ୍ୟୁ ବରଣ କରିଥିବାରୁ ଅସନ୍ତୋଷ ଗୃହପାଳିତ ପଶୁଙ୍କ ଟ୍ରେନ ଲାଇନ ଉପରେ ଯାତାୟତ ବନ୍ଦ କରିବା ପାଇଁ ସୁରକ୍ଷା ବାଡ଼ ଦେବାପାଇଁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes