ଛତିଆ ପାଖରେ ଦୁର୍ଘଟଣା; ୨ ମହିଳା ମୃତ

ଯାଜପୁର ଜିଲ୍ଲା ବଇରୀ ଥାନା ଛତିଆ ପାଖ ଏନ୍ଏଚ-୧୬ରେ ଦୁର୍ଘଟଣା ଘଟି ୨ ମହିଳାଙ୍କ ମୃତ୍ୟୁ ଘଟିଛି।

୨ ମହିଳା ଭୁବନେଶ୍ୱରରୁ ମାଆ ବିରଜାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଛତିଆ ପାଖରେ ଜଳଖିଆ ଖାଇବା ପାଇଁ କାରରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ବେଳେ ପଛରୁ ଟ୍ରକ୍ ଧକ୍କା ଦେଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes