କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା

୧୯୯୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରା ଆଜି କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ନେଇଛନ୍ତି।

ଦାୟିତ୍ୱ ନେବା ପରେ ସେ କହିଛନ୍ତି, ତଦନ୍ତରେ ବୈଷୟିକ ଜ୍ଞାନକୌଶଳକୁ ପ୍ରାଥମିକତା ଦିଆଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes