କେନ୍ଦୁଝର -ମୟୁରଭଞ୍ଜ ଜିଲ୍ଲା ସୀମାସ୍ଥିତ ବାରିଆ ଥାନାଞ୍ଚଳରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ଗୁଳିକାଣ୍ଡ ଘଟିଛି l ଗୁଳି ବିନିମୟରେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l
ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
Credible Local News of Odisha