ଓଟିଏମ ପୁନରୁଦ୍ଧାର ମାମଲାରେ ଓଟିଏମ ଠାରୁ ଟଙ୍କା ପାଇବାକୁ ଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କ ତାଲିକା ହାଇକୋର୍ଟରେ ଦାଖଲ କରିଛି ଲିକ୍ୟୁଡେଟର।
ଲିକ୍ୟୁଡେଟର ତାଲିକାରେ ମୋଟ୍ ୧୧୫ କୋଟିର ହିସାବ ଦେଇଛନ୍ତି। ହିସାବ ଦେବାପରେ ହାଇକୋର୍ଟ ଅକ୍ଟୋବର ୧୫ ସୁଦ୍ଧା ୧୧୫ କୋଟି ଲିକ୍ୟୁଡେଟରଙ୍କ ନିକଟରେ ଜମା କରିବାରୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଚୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।