ଆଜି ଉଲୁଣ୍ଡା ହାଇସ୍କୁଲରେ ଝାରମଲି କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସଂଧ୍ୟା ୬ଟାରେ ସାସ୍କୃତିକ ସଂଧ୍ୟା ଝାରମଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes