ବରଗଡ଼ ଭେଡେନ କେନାଲ ରୁ ଭସମାନ ଅବସ୍ଥାରେ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର । ଭେଡେନ ପୋଲିସ ତଥା ଦମକଳ ବାହିନୀ ସାହାଯ୍ୟରେ ଭେଡେନ ସହଁରା ଟିକିରା ଠାରେ ଶବକୁ ଉଦ୍ଧାର କରାଯାଇଛି । ମାତ୍ର ବର୍ତମାନ ପର୍ଯ୍ୟନ୍ତ ତାର ପରିଚୟ ମିଳିପାରି ନାହିଁ ।
ଯଦି ଆପଣ ମାନେ ଜାଣିଥିବେ ତାହେଲେ ଭେଡେନ ପୋଲିସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ ।