ଠକେଇ/ଜାଲିଆତି ଅଭିଯୋଗରେ ଆଉ ଜଣଙ୍କୁ ଗିରଫ କଲା ଏସଟିଏଫ
ମାଲକାନଗିରିର ଅଭିଯୁକ୍ତ ଲକ୍ଷ୍ମଣ ମାଢ଼ୀକୁ ଗିରଫ କଲା ଏସଟିଏଫ।ଲକ୍ଷ୍ମଣ ଆକାଉଣ୍ଟରେ ୬୦ ଲକ୍ଷ କାରବାର ହୋଇଥିବା ସୂଚନା ମିଳିଛି।
ପୂର୍ବରୁ ମାଷ୍ଟରମାଇଣ୍ଡ କାହ୍ନୁ ପ୍ରଧାନ ଓ କିଶୋର ମିଶ୍ର ଧରାପଡ଼ିଥିଲେ। ମଦ ଦୋକାନ, କ୍ରସର ଲାଇସେନ୍ସ, ବଦଳି ପ୍ରତିଶ୍ରୁତି ଦେଇ ଠକୁଥିଲେ।