ଚଳନ୍ତା ଟ୍ରାକ୍ଟରରୁ ଚକ ବାହାରି ୨ ପଥଚାରିଙ୍କୁ ଚାପିଦେଲା

ରାୟଗଡ଼ା ଜିଲ୍ଲା ପଦ୍ମପୁର କେନ୍ଦୁଗୁଡ଼ା ନିକଟରେ ଏହି ଘଟଣା ଘଟିଛି।

ଚଳନ୍ତା ଟ୍ରାକ୍ଟରର ଆଗ ଚକ ବାହାରି ଯିବାରୁ ରାସ୍ତାରେ ୨ ପଥଚାରିଙ୍କୁ ଚାପିଦେଇଛି। ୨ ପଥଚାରିଙ୍କ ମୃତ୍ୟୁ ଘଟିଛି।

କାଶୀପୁରରେ ହଇଜା ବେଲଗାମ, ଆଉ ଦୁଇ ମୃତ

ରାୟଗଡା ଜିଲ୍ଲାର କାଶୀପୁରରେ ହଇଜା ନିୟନ୍ତ୍ରଣ ହୋଇପାରିନି ଏବଂ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 10 ହୋଇଛି l
ହାଡ଼ିଗୁଡା ଓ ଟିକିରି ପଞ୍ଚାୟତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l

Nuakhai wishes