ସମ୍ବଲପୁରରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ June 7, 2022 by Odisha ଆଜି ଦିନବେଳା ସମ୍ବଲପୁର ସହରରେ ତାପମାତ୍ରା 41 ଡିଗ୍ରୀ ଥିବା ବେଳେ ହୀରାକୁଦରେ ଥିଲା 39.6 ଡିଗ୍ରୀ l