ପ୍ରଶାନ୍ତ ମୁଦୁଲି ଶାସକ ଦଳ ମୁଖ୍ୟ ସଚେତକ June 5, 2022 by Odisha ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଶାସକ ଦଳର ମୁଖ୍ୟ ସଚେତକ ହେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି l