ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଟୁରିଆ ଗ୍ରାମରେ ଏକ ୩ ମାସ ଶିଶୁର ପେଟରେ ଦାଗ ଚିହ୍ନ ରହିଛି।
ଶିଶୁଟି ଜନ୍ମ ହେବା ପରେ ଏକ ଗରମ ଲୁହା ଵସ୍ତୁ ସାହଯ୍ୟରେ ଚେଙ୍କ ଦିଆଯାଇଛି । ଦାଗ ଦେଲେ ଡାହାଣୀ, ଭୂତ, ପ୍ରେତ,ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ ବୋଲି ପିଲାଟିର ଅଭିଭାବକ କହିଛନ୍ତି । ଯାହାକି ଏହି ଅନ୍ଧ ବିଶ୍ୱାସର ଦୃଶ୍ୟ ବୋଲି ବୁଦ୍ଧିଜୀବୀ କହିଛନ୍ତି।