ବଲାଙ୍ଗିରରେ ରବି ଧାନ କିଣା ଆରମ୍ଭ May 24, 2022 by Odisha ବଲାଙ୍ଗିର ଜିଲ୍ଲାର ମଲମଣ୍ଡା ଠାରେ ଆଜି ଜିଲ୍ଲାପାଳ ଚଂଚଳ ରଣା ରବି ଋତୁରେ ଅମଳ ହୋଇଥିବା ଧାନ କିଣା ଆରମ୍ଭ କରିଥିଲେ।