କେନ୍ଦୁଝର ସାହାରପଡ଼ା ବ୍ଲକ ଦୁବେଇପେଣ୍ଠ ଠାରେ ଆପର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ଭବାନୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୂର୍ଣ୍ଣ ଚନ୍ଦ୍ର ନାଏକ, ଧନୁର୍ଜୟ ମହାନ୍ତ ଓ ଜଗଦୀଶ ନାଏକ ଙ୍ ସହଯୋଗ କରିଥିଲେ।
ସାହାରପଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଯୋଗ ଦେଇଥିଲେ। ପଞ୍ଚାୟତ ଟାଟା ପାୱାର ବିଦ୍ୟୁତ୍ କମ୍ପାନୀ ବିରୋଧରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏଥି ନିମନ୍ତେ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ କରାଯିବ ନିମନ୍ତେ ଆଲୋଚନା କରାଯାଇଥିଲା।