୩୦ ଦିନର ଉପବାସ ଓ ନମାଜ ପାଠ ପରେ ଆଜି ପବିତ୍ର ଇଦ ପର୍ବ ମୁସଲିମ ସମ୍ପ୍ରଦାୟ ପାଳନ କରିଥିବା ବେଳେ ଏଥିପାଇଁ ଚଳଚଞ୍ଚଳ ହୋଇଛି ଭୁବନେଶ୍ବର ସମେତ ରାଜ୍ୟରେ ମସଜିଦ ପରିସର।
ସକାଳୁ ନମାଜ ପାଠ ହେବା ସହ ଇଦ ଲାଗି ମସଜିଦ ବାହାର ବଜାରରେ ଲାଗିଛି ପ୍ରବଳ ଗହଳି। ଉପହାର ଦେବା ଲାଗି ଏଇଠୁ ମୁସଲିମ ଭାଇ ମାନେ ଲଛମା, ଖଜୁରୀ, ବିଭିନ୍ନ ମିଠା କିଣୁଛନ୍ତି।