ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନୟାଗଡ଼ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି।
ଏକସଙ୍ଗେ ସବ୍ ରେଜିଷ୍ଟ୍ରାରଙ୍କ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ।ନୟାଗଡ଼ ସ୍ଥିତ ଭଡ଼ା ଘର ଓ ଅଫିସରେ ଯାଞ୍ଚ କରୁଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା ଜିଲ୍ଲାରେ ପୈତୃକ ଓ ସମ୍ପର୍କୀୟଙ୍କ ୪ଟି ଘରେ ଚଢ଼ାଉ ଚାଲିଛି।