୧୫ ଡିଗ୍ରୀ ତଳେ ୨୪ ସହର ତାପମାତ୍ରା

୯.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଥଣ୍ଡା ସହର ଥିବାବେଳେ ଫୁଲବାଣୀ ୧୦, ଦାରିଙ୍ଗବାଡ଼ି ୧୦, କୋରାପୁଟ ୧୦.୮ ଡିଗ୍ରୀ ରେକର୍ଡ ହୋଇଛି।

କଟକ ୧୪.୮ ଓ ଭୁବନେଶ୍ୱର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes