ବି. ଗଙ୍ଗାଧର ହେଲେ ମୟୁରଭଞ୍ଜ ଏସପି May 18, 2023 by Odisha ମୟୁରଭଞ୍ଜ ଜିଲ୍ଲାର ନୂଆ ଏସପି ଭାବେ ବି. ଗଙ୍ଗାଧରଙ୍କୁ ଆଜି ନିଯୁକ୍ତି ଦିଆଯାଇଛି l