ବରିଷ୍ଠ ଆଇଏଏସ ଅଧିକାରୀ ରଞ୍ଜନ ଦାସଙ୍କୁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି l ଏହି ପଦବୀକୁ ସ୍ୱତନ୍ତ୍ର ସଚିବ ପାହ୍ୟାର ମାନ୍ୟତା ଦିଆଯାଇଛି l
ଶ୍ରୀ ଦାସ ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ଅଛନ୍ତି l
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବରିଷ୍ଠ ଆଇଏଏସ ରଞ୍ଜନ ଦାସ

Leave a Comment